...

1 views

ବନ୍ଦେ ଉତ୍କଳ ଜନନୀ -- ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
ବନ୍ଦେ ଉତ୍କଳ ଜନନୀ " ଏହି ପବିତ୍ର ଉତ୍କଳ ଦିବସରେ ସବୁ ଓଡିଶା ବାସୀଙ୍କୁ ହାର୍ଷିକ ଶୁଭକାମନା ଆମେ ଓଡ଼ିଆ ବୋଲି ଗର୍ବିତ ❣️🙏
ମୁଁ ଓଡ଼ିଆ ଭାରି ବଢିଆ
ଛାତିରେ ବାଡ଼େଇ ହାତ ।।
ଓଡ଼ିଶା ମାଟିରେ ଜନମ ହେଇଛି
ଛାତି ଫୁଲେଇ ଚାଲେ ମୁଁ ବାଟ ।।
ଏଇ ମାଟି କେତେ କେତେ ବୀର ଜନମ ଲଭିଛି
ଦେଇଛି ତାର ପ୍ରାଣବଳି ।।
ଥିଲୁ ଦିନେ ହୋଇ ପରାଧୀନ ଆମେ
ସ୍ବତନ୍ତ୍ର ପରିଚୟ ନଥିଲା ଆମରି ।।
ଆମ ଓଡ଼ିଶା ମାଟିର ବରପୁତ୍ର
ଲଗେଇଦେଲେ ନିଜ ଜୀବନ ।।
ଓଡ଼ିଆ ମାଟିକୁ ସ୍ବତନ୍ତ୍ର ପରିଚୟ
ଆଉ ଦେବାକୁ ସମ୍ମାନ ।।
ସେହି ବୀରପୁତ୍ରମାନଙ୍କର ଅବଦାନ
ରହି ଗଲା କାଳ କାଳ କୁ ଜସ ।।
ଅମର ରହିବେ ସେ ବୀର ପୁତ୍ର ସବୁଦିନ
ଯାହାଙ୍କ ପାଇଁ ଏ ମହାନ
ଉତ୍କଳ ଦିବସ ❣️🙏...ଏସ୍ ଏସ୍ ଏନେ✍️..
- ବନ୍ଦେ_ଉତ୍କଳ_ଜନନୀ ❣️


#ଇଂସୁଧାଂଶୁଶେଖରନାୟକ