ସେମାନେ ଏବେ ଉଠିଲେଣି
ସେମାନେ ଏବେ ଉଠିଲେଣି.............
ପଦେ ପଦେ କଥା ପାଟି ଖୋଲି ଘରେ ବାହାରେ କହିଲେଣି
ଜଣେ ରୁ ଚାରି ଜଣ ହୋଇ ବଳ ଯୋଡିଲେଣି
ସେମାନେ ଏବେ ଉଠିଲେଣି...........
ସେମାନେ ଏବେ ଗାଁ ସାହି ର ମଣ୍ଡପ ରେ ବେଳ ଖୋଜି ବସିଲେଣି, ସେମାନେ ଏବେ ପଲ୍ଲୀ ରୁ ପଞ୍ଚାୟତ ର କଥା କୁ କାନ ଡେରି ଶୁଣିଲେଣି |
ସେମାନେ ଏବେ ଉଠିଲେଣି..................
ସେମାନେ ଏବେ ଭେଦଭାବ ଆଉ ବ୍ୟବସ୍ଥା ର କଦର୍ଯ୍ୟ ରୂପ କୁ ବୁଝିଲେଣି
ସେମାନେ...