ନିରବତା
ଯେତେବେଳେ ସମୟ ବିତି ବିତି ଯାଏ, କିଛି ସମ୍ପର୍କ ସମୟ ସାଥିରେ ତାଳ ଦେଇ ଚାଲି ନ ପାରି ପଛରେ ହଜିଯାଏ ।କିଛି ସଂପର୍କ ବହୁତ ଆଗକୁ ବଢିଯାଏ ଆଉ ନିଜେ ରହିଯାଉ ପଛରେ ସମୟ ସହ ତାଳ ଦେଇ ଚାଲି ନ ପାରି। ସେଇ ସଂପର୍କର କିଛି ଆବେଗପୂର୍ଣ୍ଣ ମୁହୂର୍ତ୍ତ ଆଖି ଆଗରେ ନାଚି ଉଠେ କ୍ଷୀଣ ଝଲକ ସାଜି ପୁଣି କେବେ କରିଦିଏ ଆତ୍ମବିଭୋର ସ୍ମୃତିର ଆଲୋଡ଼ନ ସୃଷ୍ଟି କରି । କେବେ ଇଚ୍ଛା ହୁଏ...