ସ୍ୱପ୍ନ ର କାହାଣୀ
ହଠାତ ନିଦରୁ ଉଠି ପଡି ସୁନନ୍ଦା ଗତ ରାତି ର ସ୍ବପ୍ନ କଥା ଭାବୁଥାଏ |ଏଇଟା କଣ ସ୍ବପ୍ନ ନା ସତ |ସ୍କୁଲରେ ସବୁ ଛୁଆ ଆସି ପ୍ରାର୍ଥନା କରୁଥାନ୍ତି, ସୁନନ୍ଦା ସବୁ ଦିନ ଭଳି ଛୁଆ ଙ୍କ ସାମ୍ନା ରେ ପ୍ରାର୍ଥନା ସଭାରେ ଯୋଗ ଦେଇଥାଏ |ସବୁ ଛୁଆ ପ୍ରାର୍ଥନା ସାରି ଶ୍ରେଣୀ ଗୃହ କୁ ଦୌଡ଼ି ଦୌଡି ଯାଉଥାନ୍ତି, ନିଜ ନିଜର ଇସ୍କୁଲ ବ୍ୟାଗ କୁ ଧରି ବସିବା ଜାଗା ନେଇ ସାଙ୍ଗ ସାଥୀ ଭିତରେ ହୋ ହାଲ୍ଲା ଚାଲିଥାଏ |ଏଇ ସମୟରେ ସୁନନ୍ଦା ପାଖରେ ତା ସ୍କୁଲ ର ଝିଅ ଗୌରୀ ଆସି ଠିଆହେଲା |ତା ହାତ କୁ ଧରି ପକେଇ କହିଲା ମାଡାମ ମୋତେ ଭାରି ଡର ଲାଗୁଛି ଟିକେ ଆମ ଘରକୁ ଆଜି ଆସନ୍ତ ନି, ସୁନନ୍ଦା କିଛି ବୁଝି ପାରୁ ନଥାଏ କଣ ସେ ଝିଅଟି କହୁଛି |
ତା ପରେ ସେ ତାକୁ ଗୋଟେ ଏକାନ୍ତ ଜାଗାକୁ ଡାକି ନେଇ ତା ନିଜର କଥା ଏକା ନିଶ୍ୱାସ ର କହିଗଲା |
ମାଡାମ ଜାଣି ଛନ୍ତି , ମୁଁ ମୋ ମାମୁଁ ଘରକୁ ଯାଇଥିଲି ସେଇଠି ସବୁ ମୋ ସାଙ୍ଗରେ ସାଇ ଛୁଆ ଖେଳିଲା ବେଳେ କହୁଥିଲେ ମୁଁ କୁଆଡେ ମୋ ବାପା ମାଆ ଙ୍କ ର ନିଜ ଛୁଆ ନୁହେଁ |ମୋତେ ସେମାନେ କଉଠୁ କିଣିକି ଆଣି ଛନ୍ତି |କଉଠୁ ଆଣିଛନ୍ତି ବୋଲି ସୁନନ୍ଦା ପଚାରିଲା |ତାପରେ ସେ କହିଲା ମୋ ବାପା ମାଆ ଙ୍କ ର ଛୁଆ ନଥିଲେ, ତେଣୁ ସେମାନେ ମୋତେ କଉ ଅଫିସ ରୁ ଯାଇ ଆଣି ଛନ୍ତି |ମୁଁ ସେତେବେଳେ କୁ ଛ ମାସର ହୋଇଥିଲି |
ଏବେ କିନ୍ତୁ ତାଙ୍କର ଗୋଟେ ପୁଅ ହୋଇଛି ତେଣୁ ମୋତେ ସେମାନେ ଆଉ ଏତେ ଭଲ ପାଉ ନାହାନ୍ତି |ମୋ ଭାଇକୁ ସବୁବେଳେ ବେଶୀ ଗେଲ କରୁଛନ୍ତି, ଭଲ ଭଲ ଜିନିଷ ଆଣି ତାକୁ ଦେଉ ଛନ୍ତି |
ସୁନନ୍ଦା କଣ କରିବ କିଛି ବୁଝି ପାରୁ ନ ଥାଏ |ଗୌରୀ ର କଥା ଶୁଣିବା ଭିତରେ ଫିଲ୍ମ ଭଳି ତା ଆଖି ଆ ଗ ରେ ନାଚି ଯାଉଛି ତାର ବିଗତ ଦିନର କଥା ଗୁଡା|
ସେ କଲେଜରେ ପଢୁଥାଏ, ତାଙ୍କ ଗାଁ ର ଜଣେ ସମ୍ପର୍କୀୟ ଭାଇ ବୁବୁନ ଯେ ସବୁବେଳେ ତାଙ୍କ ଘରକୁ ଆସୁ ଥାନ୍ତି ତାଙ୍କ ସହ ଗପସପ ମିଳାମିଶା ଭିତରେ ଉଭୟ ଙ୍କ ର ଭଲ ପାଇବା ଆରମ୍ଭ ହୋଇ ଯାଇଥିଲା |
ଏମିତି ଗୋଟେ ଦିନ ଘରେ ସବୁଲୋକ ବାହାଘର ପାଇଁ ମାଉସୀ ଘର କୁ ଯାଇଥିଲେ, ସୁନନ୍ଦା ତାର ପରୀକ୍ଷା ପାଇଁ ଘରେ ଥିଲା |
ଯୋଗକୁ ସେଦିନ ବୁବୁନ ଭାଇ ଆସିଥିଲେ, ଦୁହିଁଙ୍କ ର ଭଲ ପାଇବା ର ଆକର୍ଷଣ ରେ ଦୁହେଁ ଦୁହିଁଙ୍କ ର ଅଧିକ ପାଖା ପାଖି ହୋଇଗଲେ|ସୁନନ୍ଦା ର ପରୀକ୍ଷା ସରି ଯାଇଥାଏ |ତାର କିଛି ଦିନ ଭିତରେ ସେ ଜାଣି ବାକୁ ପାଇଲା ଯେ ସେ ମାଆ...