ଜୀବନ ପାଣି ଫୋଟକା -- (ଭାଗ ୨)
ପୂର୍ବୋକ୍ତ ଶେଷ ଧାଡିକୁ ଲକ୍ଷ୍ୟରେ ରଖି ଆଗକୁ :-😉
ବିଲର ହିଡ଼ ଗୁଡିକ ବ୍ୟକ୍ତିମାନଙ୍କର ପିତୃଅର୍ଜିତ ସମ୍ପତ୍ତିକୁ ଅଲଗା ଅଲଗା କରିଦେଇଥିଲେ ମଧ୍ୟ୍ୟ ସେମାନଙ୍କ ମନରେ ସାହାଯ୍ୟ ଓ ସହାନୁଭୂତିକ ମଞ୍ଜି ପିଲା ଠାରୁ ବୁଢା ହଡ଼ାଙ୍କ ଜୀବନରେ କେଉଁ ଆବାହମାନ କାଳରୁ ବଞ୍ଚିତ ଥିବାର ଦେଖାଦେଇଥାଏ। ଗେଡୁନାନାଙ୍କ ମନ୍ଦିରରୁ ଦୋକାନକୁ ଆସିବାକୁ ହେଲେ ସେଇ ବିଲର ସୁଦୀର୍ଘ କୋଇଲିଖିଆ କଣ୍ଟା ମିଶ୍ରିତ ପାଦଚଲା ହିଡ଼ ଦେଇ ଆସିବାକୁ ହୋଇଥାଏ। ନନାଙ୍କ ଶରୀରକୁ ଅଣଦେଖା କରି ଏତେବଡ ଜଳହସ୍ତୀ ଶରୀରକୁ ଧାରଣ କରି ରଖିଥିବା ପାଦକୁ ଯଦି ବିସ୍ଲେଷଣ କରିବା...