...

1 views

ପ୍ରେମର ଅନ୍ୟ ନାମ ଅପେକ୍ଷା
ପ୍ରେମ ଅଢ଼େଇ ଅକ୍ଷରର ସମାହାରରେ ନିର୍ମିତ ହୋଇଥିବା ଏକ କ୍ଷୁଦ୍ର ଶବ୍ଦ କିନ୍ତୁ ନିଜ ଭିତରେ ଭରି ରଖିଥାଏ ଅସୀମିତ ଆପଣାପଣ, ବଞ୍ଚିବାର ମୂଲ୍ୟବୋଧ ଏବଂ ହୃଦୟର ତୃପ୍ତି ।ପ୍ରେମ ବିନା ଅନ୍ୟ କିଛି ନାହି ଏଇ ମାନବ ଜୀବନରେ ଯାହା ଚିର ସତ୍ୟ ,ଅନୁଭୂତିଯୋଗ୍ୟ ଏଵଂ ହୃଦୟଙ୍ଗମ କରିବା କଷ୍ଟସାଧ୍ୟ ଆଉ ପାଇବା ବି ସେମିତି ଭାଗ୍ୟର କଥା । ଜୀବନ ସରିଯାଏ ପ୍ରେମର ପରାକାଷ୍ଠା ହୃଦୟଙ୍ଗମ କରିବାରେ । ଯିଏ ଏହି ଶାଶ୍ଵତ ପ୍ରେମର ଅନୁଭୂତି ପାଇଛି ସେ ଏହି ନିଶାରୁ ନିସ୍ତାର ପାଇବା କଥା କେବେ...