❣️ ଅଭିମାନୀ ପ୍ରେମ -- ୧ ❣️
❤❤"ସ୍ବପ୍ନା ସହ ପ୍ରେମର ଆଭାସ"❤❤
ସ୍କୁଲ ବେଳର ସମୟ ନିଜକୁ ଗଢିବାର ସମୟ ଓ ଜୀବନର ଖସଡାରେ ନିଜ ପାଦ ଖସାଇବାର ସମୟ। ସେ ସମୟରେ ଘଟି ଯାଇଥିବା ଘଟଣା ସ୍କରଣୀୟ ହୋଇ ରହେ। ସାଙ୍ଗସାଥିଙ୍କ ସହ ବିତିଥିବା ସମୟ ଜୀବନ ସାରା ଅଭୂଲା ହୋଇ ରହିଯାଏ। ସେହିପରି ଏକ ସ୍କୁଲ ସମୟରେ ଦେଖାହୁଏ ପ୍ରଭାସ ଓ ସ୍ବପ୍ନାର। ଚଳଚ୍ଚିତ୍ର କାହାଣୀ ପରି ତାଙ୍କ ମଧ୍ୟରେ ସେମିତି ପ୍ରଥମରୁ କିଛି ଘଟଣା ଘଟେ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଭୁଲ୍। ସେମିତି କିଛି ବି ହୋଇନଥିଲା।...