ମୁଁ ମହିଳା ପ୍ରାର୍ଥୀନୀ
ମୁଁ ଜଣେ ମହିଳା ପ୍ରାର୍ଥୀନୀ
ପଞ୍ଚାୟତ ନିର୍ବାଚନ ରେ
ଏଥର ପାଦେ ଆଗକୁ ଆସି
ଜଣେ ପ୍ରତିଦ୍ବନ୍ଦୀ ଭାବେ
ନାମାଙ୍କନ ପତ୍ର ଦାଖଲ କରିଛି
ମୁଁ ଭୋଟ ପାଇଁ ଛିଡା ହେବା ର ନିଷ୍ପତି
ଏତେ ସହଜ ନ ଥିଲା |
ବହୁତ ପ୍ରଶ୍ନ ର ଉତ୍ତର ଦେଇ ଶେଷରେ
ସମସ୍ତଙ୍କୁ ସନ୍ତୁଷ୍ଟ କରି ଘରୁ ଗୋଡ କାଢ଼ିଛି
କେବଳ ମହିଳା ସିଟ ରେ ଠିଆ
ହେଇ ପାରିବି ବୋଲି
ମୋତେ ସମସ୍ତେ କହୁଥିଲେ
କିନ୍ତୁ ମୁଁ ପୁରୁଷ ମାନଙ୍କ ସହ ଲଢୁଛି |
ମୁଁ ଶାଶୁ ଘର ର ବୋହୁ ହେଲେ ମଧ୍ୟ
କେଜାଣି କାହିଁକି ସରକାର ମୋ ବାପା ଘର ର
ଠିକଣା ର ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଦରକାର କରୁଛନ୍ତି,
ହେଲେ ବହୁତ କଷ୍ଟ ରେ ହେଉ
ପଛେ ମୋର ସ୍ଥାୟୀ ବାସିନ୍ଦା
ପ୍ରମାଣ ପତ୍ର ଏବଂ ଜାତି ପ୍ରମାଣ
ପତ୍ର ବାହାର କରି ଛି |
ମୋର ଡର ଥିଲା କାଳେ ଦୁଇ ସନ୍ତାନ ନୀତି ରେ
ମୁଁ ଅଯୋଗ୍ୟ ଘୋଷିତ ହୋଇ ଯିବିକି
କିନ୍ତୁ ସୌଭାଗ୍ୟ କ୍ରମେ ମୋର
ଦୁଇଟି ଛୁଆ ରୁ ଅଧିକ ନାହିଁ
ତେଣୁ ମୁଁ ଯୋଗ୍ୟ ହେଇ ପାରିଲି |
ନହେଲେ ବୋଧେ ରାଜନୀତି ରେ
ପାଦ ଦେବା ସ୍ବପ୍ନ ମୋର
ଅଧୁରା ରହି ଯାଇଥାନ୍ତା|
ମୋ ଉପରେ ନା କାହାର ଅଛି
ଭରସା ନା ବିଶ୍ୱାସ
ମୁଁ ନିଜେ ଶାସନ କରି
ପାରିବି କି ନାହିଁ ଏ କଥା କୁ
ନେଇ ପରିବାର ଠୁ ପ୍ରଶାସନ ଯାଏ
ସମସ୍ତ ଙ୍କ ମନରେ ଆଶଙ୍କା
ଯାହେଉ ମୁଁ ଏବେ ଘରୁ ଗୋଡ଼
...
ପଞ୍ଚାୟତ ନିର୍ବାଚନ ରେ
ଏଥର ପାଦେ ଆଗକୁ ଆସି
ଜଣେ ପ୍ରତିଦ୍ବନ୍ଦୀ ଭାବେ
ନାମାଙ୍କନ ପତ୍ର ଦାଖଲ କରିଛି
ମୁଁ ଭୋଟ ପାଇଁ ଛିଡା ହେବା ର ନିଷ୍ପତି
ଏତେ ସହଜ ନ ଥିଲା |
ବହୁତ ପ୍ରଶ୍ନ ର ଉତ୍ତର ଦେଇ ଶେଷରେ
ସମସ୍ତଙ୍କୁ ସନ୍ତୁଷ୍ଟ କରି ଘରୁ ଗୋଡ କାଢ଼ିଛି
କେବଳ ମହିଳା ସିଟ ରେ ଠିଆ
ହେଇ ପାରିବି ବୋଲି
ମୋତେ ସମସ୍ତେ କହୁଥିଲେ
କିନ୍ତୁ ମୁଁ ପୁରୁଷ ମାନଙ୍କ ସହ ଲଢୁଛି |
ମୁଁ ଶାଶୁ ଘର ର ବୋହୁ ହେଲେ ମଧ୍ୟ
କେଜାଣି କାହିଁକି ସରକାର ମୋ ବାପା ଘର ର
ଠିକଣା ର ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଦରକାର କରୁଛନ୍ତି,
ହେଲେ ବହୁତ କଷ୍ଟ ରେ ହେଉ
ପଛେ ମୋର ସ୍ଥାୟୀ ବାସିନ୍ଦା
ପ୍ରମାଣ ପତ୍ର ଏବଂ ଜାତି ପ୍ରମାଣ
ପତ୍ର ବାହାର କରି ଛି |
ମୋର ଡର ଥିଲା କାଳେ ଦୁଇ ସନ୍ତାନ ନୀତି ରେ
ମୁଁ ଅଯୋଗ୍ୟ ଘୋଷିତ ହୋଇ ଯିବିକି
କିନ୍ତୁ ସୌଭାଗ୍ୟ କ୍ରମେ ମୋର
ଦୁଇଟି ଛୁଆ ରୁ ଅଧିକ ନାହିଁ
ତେଣୁ ମୁଁ ଯୋଗ୍ୟ ହେଇ ପାରିଲି |
ନହେଲେ ବୋଧେ ରାଜନୀତି ରେ
ପାଦ ଦେବା ସ୍ବପ୍ନ ମୋର
ଅଧୁରା ରହି ଯାଇଥାନ୍ତା|
ମୋ ଉପରେ ନା କାହାର ଅଛି
ଭରସା ନା ବିଶ୍ୱାସ
ମୁଁ ନିଜେ ଶାସନ କରି
ପାରିବି କି ନାହିଁ ଏ କଥା କୁ
ନେଇ ପରିବାର ଠୁ ପ୍ରଶାସନ ଯାଏ
ସମସ୍ତ ଙ୍କ ମନରେ ଆଶଙ୍କା
ଯାହେଉ ମୁଁ ଏବେ ଘରୁ ଗୋଡ଼
...