...

2 Reads

ଆଖିରେ ଦେଖୁଛି ହସୁଛି ଅଧର୍ମ
ଧର୍ମ ଗଡା଼ଉଛି ଲୁହ "
ତଥାପି କହୁଛି କହୁଥିବି ପ୍ରଭୁ
ଧର୍ମ ର ହେବ ଜୟ "...ଏସ୍ ଏସ୍ ଏନେ ✍️..
କ୍ଷଣସ୍ଥାୟୀ ଅଟେ ଅଧର୍ମ ର ବିତ୍ତ
ଯାଏ ସେ ମୂଳ ସହିତ "
ଧର୍ମ କର୍ମ ଯିଏ କରୁଥାଏ ସଦା
ଶୁଭ ଫଳ ହୁଏ ପ୍ରାପ୍ତ "...ଏସ୍ ଏସ୍ ଏନେ ✍️..
ଧର୍ମ ଅବତାର କାଳିଆ ଠାକୁର
ଜାଣେ ଏ ସାରା ସଂସାର "
ନୀରବରେ ବସି କର୍ମ ଦେଖୁଥାଅ
ବିଚିତ୍ର ଲୀଳା ତୁମ୍ଭର "...ଏସ୍ ଏସ୍ ଏନେ ✍️..
🙏 ଜୟ ଜଗନ୍ନାଥ 🙏