...

1 Reads

ଜହ୍ନକୁ ଦେଖିଲେ
ଲାଗେ ମୋତେ ଭୟ
ଫୁଲକୁ ଦେଖିଲେ ଡର...ଏସ୍ ଏସ୍ ଏନେ✍️..
ଫଗୁଣ ଛୁଆଁରେ
ଦେହ ଜଳିଯାଏ
ସଭିଏଁ ଲାଗନ୍ତି ପର...ଏସ୍ ଏସ୍ ଏନେ✍️..
ନିଜ ହାତେ ଆଜି
ସଜାଡି ବସିଛି
ନିଜର ଜଳନ୍ତା ଜୁଇ...ଏସ୍ ଏସ୍ ଏନେ✍️..
ସ୍ମୃତି ଯେତେ ଅଛି
ଆହୂତି ଦେବି ମୁଁ
ଦୁଃଖ ଭୁଲିଯିବା ପାଇଁ...ଏସ୍ ଏସ୍ ଏନେ✍️..