...

1 Reads

ଅନେକ ପ୍ରଶ୍ନବାଚୀର
ସମସ୍ୟା ମଧ୍ୟରୁ , କାହିଁକି
କେଜାଣି ଖୋଜି ପାଉନି ଆତ୍ମୀୟର
ଆତ୍ମତୃପ୍ତି ??
ତଥାପି ଜାଣେନା ମୁଁ...ଏସ୍ ଏସ୍ ଏନେ✍️..
ଖୋଜିବୁଲେ ସେ ଏକ ଅଜଣା
ଆତ୍ମୀୟତା ର ଅନୁଭବ କୁ ନେଇ
ସ୍ବପ୍ନର ମରୀଚିକାରେ ,🤲🩵
ଆଶଙ୍କା ଥିଲେ ଭି ସମସ୍ୟା ଭିତରର
ସଂଘର୍ଷରେ , ଦୃଢ଼ ମନୋବଳ
ଆଜି ବି ଅପେକ୍ଷା ରେ ଅଛି
ପାଇବାକୁ ଆଶ୍ୱସ୍ତିର ଆହ୍ୱାନକୁ...ଏସ୍ ଏସ୍ ଏନେ✍️..