...

1 Reads

ବୁଝି ମୁଁ ପାରେନା ଏ କାହିଁକି ହୁଏ
ଦେଖିଲେ ତୋତେ ମୁଁ ଦିନ ଗୋଟିଏ...ଏସ୍ ଏସ୍ ଏନେ✍️..
ଲାଗେ ମୋତେ ସତେ ଗୋଟେ ଯୁଗ ଗଲାଣି
କେମିତି କହିବି ତୋତେ ବାଟ ପାଉନି...ଏସ୍ ଏସ୍ ଏନେ✍️..

ଭଲ ମୁଁ ପାଉଛି ତୋତେ କରୁନି ପାପ
ଦେଇପାରୁ ଇଛା ହେଲେ ତୁ ଅଭିଶାପ...ଏସ୍ ଏସ୍ ଏନେ✍️..
ତଥାପି କାହିଁକି ଆଜି ବୁଝେନା ମନ
ଦେଖିବାକୁ ତୋ ଚେହେରା ହୁଏ ଉଚ୍ଛନ୍ନ...ଏସ୍ ଏସ୍ ଏନେ✍️..
( ୨ )