Quotes
1 Reads
ଏ ମନ ଟା କେଡେ ଅଲାଜୁକ କେଜାଣି , ତମେ ଦେଇଥିବା ପ୍ରେମର ସେ ସବୁ ଅନୁଭୂତି କୁ ବାରବାର ପରଖି ଦେଖି ବି ବିଶ୍ୱାସ କରୁନି ଯେ ତମେ ପ୍ରେମ ନୁହେଁ ପ୍ରତାରଣା ଦେଲ ବୋଲି...ଏସ୍ ଏସ୍ ଏନେ✍️..
Related Quotes