![...](https://api.writco.in/assets/images/post/user/quote/907240708105200924.webp)
4 Reads
ସବୁବେଳେ ଆଶା ଦେଖେଇ
ନିରାଶ କରୁଥିବା ଭଗବାନ ତୁ
ଆଉ ନିରାଶ ହେଇ
ତୋ ପାଖକୁ ଧାଇଁ ଆସୁଥିବା
ଭକ୍ତଟିଏ ତୋର ମୁଁ...ଏସ୍ ଏସ୍ ଏନେ✍️..
ସବୁ ଜାଣିଶୁଣି ମତେ
ସମସ୍ୟାରେ ପକାଉ ପୁଣି
ହାତ ଧରି ସେଥିରୁ ବାହାର କରୁ ତୁ...ଏସ୍ ଏସ୍ ଏନେ✍️..
ତୁ ମୋର ଅଭିମାନ ହେଲେ
ତୋ ଅଭିମାନୀ ଭକ୍ତଟିଏ ମୁଁ
ତୋ ଅଭିମାନୀ ଭକ୍ତଟିଏ ମୁଁ...ଏସ୍ ଏସ୍ ଏନେ✍️..
🙏 ଜୟ ଜଗନ୍ନାଥ 🙏