...

2 Reads

ମରିଚିକା ସମ ଏ ସବୁ ସପନ
ଛୁଉଁ ଛୁଉଁ ଯାଏ ହଜି
ବଢେ ବ୍ୟାକୁଳତା ଅଳପ ଆୟୁଷେ
ଅସହାୟତାକୁ ଖୋଜି...ଏସ୍ ଏସ୍ ଏନେ✍️..

ଥଳକୁଳ ନାହିଁ ସମୟ ସୁଅର
ମୁଖରୁ ଛଡାଏ ହସ
ଆଭିଜାତ୍ୟ ଅଛି ଯାର ଦୁନିଆଁରେ
ତାକୁ ମିଳେ ସବୁ ଯଶ...ଏସ୍ ଏସ୍ ଏନେ✍️..