2 Reads
ସବୁ ବେଳେ ଆମେ ଯାହା ଚାହିଁଥାଉ
ତାକୁ ଆମେ ପାଇପାରି ନଥାଉ ,
ବେଳେ ବେଳେ ଆମ ସହିତ ଏମିତିବି ହୁଏ ,
ଆମର ଅତି ପାଖରେ ଥିବା ମଣିଷ
ଆମ ନିଜର ହୋଇ ନଥାଏ...ଏସ୍ ଏସ୍ ଏନେ✍️..
ଆଉ ଏସବୁ କଥା ଜାଣି ମଧ୍ୟ ,
ଆମେ ତାକୁ ଆମଠୁ କେବେ ହେଲେ
ଅଲଗା କରିପାରି ନଥାଉ ,
ସିଏ ପାଖରେ ନ ଥାଉ ପଛେ
କିନ୍ତୁ ଆମେ , ତଥାପି ଚାହିଁ ଥାଉ ଯେ
ଆମ ହୃଦୟ ଭିତରୁ ,
ତା' ସ୍ମୃତି କେବେ ଲିଭି ନ ଯାଉ🙂...ଏସ୍ ଏସ୍ ଏନେ✍️..