...

2 Reads

ମହାଦେବ ବୋଲି ଡାକିଛି ଯେବେ
ଶୁଣି ଦିଅ ମୋ ଗୁହାରି ତେବେ...ଏସ୍ ଏସ୍ ଏନେ✍️..
କରି ଦିଅ ମୋତେ ତୁମେ ନିଜର
ରଖି ଦିଅ ମତେ ସରଣେ ତୁମର...ଏସ୍ ଏସ୍ ଏନେ✍️..
କେବେ ଛାଡ଼ ନାହିଁ ହାତ ମୋହର,
ଆପଣା ର କର ମତେ , ହେ ଶଙ୍କର...ଏସ୍ ଏସ୍ ଏନେ✍️..