...

2 Reads

କେତେ ଭଲପାଏ ତତେ କେବେ କହିପାରିନି
ଛାଇ ପରି ପାଖେ ପାଖେ ଅଛି ହେଲେ କେବେ ଧରା ଦେଇନି
ଜୀବନ କୁ ଛାଡି ଦେଇ ହଁ ଜିଇଁ ପାରିବି ସତ
ତୁ ନଥିଲେ ସାଥି ଜୀବନ ଟା ମିଛ...ଏସ୍ ଏସ୍ ଏନେ✍️..
ଟୋପେ ଟୋପେ ପାଣି ମିଶି ନଇଟେ ହୁଏ
ନଇଟେ ବି ଖୋଜି ବୁଲେ ସାଗର ଟିଏ
ଜୀବନରେ ଆଣି ଦେଲୁ ଏତେ ତୁ ଖୁସି
ବଞ୍ଚି ପାରିବିନି ତୋ ବିନା ରାଣ ଖାଉଛି 😊...ଏସ୍ ଏସ୍ ଏନେ✍️..