...

2 Reads

ଦରକାର ନାହିଁ ପାରିଜାତ ଫୁଲ ହୋଇ କେବଳ ସୀମିତ ଅଞ୍ଚଳରେ ନିଜର ଗୁଣ ନିଜ ମୁଖରେ କିମ୍ବା ଅନ୍ୟ ମୁଖରେ ବଖାଣିବା ପାଇଁ ରାସ୍ତା ପ୍ରସ୍ତୁତ କରି ଆତ୍ମବଡିମା ରୂପକ ସୁଖକୁ ପାଇବା ଆଶାରେ ଦେଖେଇ ହେବା ଏହାଠାରୁ ଅସୀମତତାକୁ ଆଧାର କରି ନିଜକୁ ପୂର୍ଣ୍ଣ ରୂପେ (କାୟ, ମନ ଓ ବାକ୍ୟରେ) ଶ୍ରୀଗୁରୁଙ୍କ ଚରଣରେ ସମର୍ପିତ କରେଇ ଦେଇ ମିଳିଥିବା ଆଶୀର୍ବାଦକୁ ନିଜର କରି ନେଇ ଆଜନ୍ମ ବଞ୍ଚିବା.....
💕🙏🙏🙏💕