...

1 Reads

ମୋ ପାଇଁ ଥିଲ ତୁମେ ବିଜ୍ଞାନ ଭଳି ଚିରନ୍ତନ ,
ଠିକ୍ ଗତି , ବେଗ , ଦୂରତା ଆଉ ମାଧ୍ୟାକର୍ଷଣ
ମୁଁ , ଏକ ଅଜ୍ଞାତ ରାଶି ଦ୍ଵିଘାତ ସମୀକରଣ
ହିସାବ କରୁ କରୁ ରହିଗଲା
ଉତ୍ପାଦୀକରଣ...ଏସ୍ ଏସ୍ ଏନେ✍️..
ବୁଝି ଯାଓ ତୁମେ ସାନ୍ଧ୍ରତା ଆଉ ଘନୀକରଣ
କିନ୍ତୁ ଅବୁଝା ଅଧା କରି ରଖିଛ ତୁମେ
ଛେଦକ ରେଖା ଦ୍ଵାରା ଉତ୍ପନ୍ନ ହେଇଥିବା ଅନ୍ତଃସ୍ଥ
ଆଉ ବହିଃସ୍ଥ କୋଣ...ଏସ୍ ଏସ୍ ଏନେ✍️..