...

1 Reads

ମୁଁ ଥକିପଡ଼ିଥିବା ସନ୍ଧ୍ୟାଟେ , ଆଉ ତୁମେ ମୋ ଆଶ୍ବାସନା ଭରା ନୂଆ ସକାଳ.. ମୁଁ ତ ଦରଭିଜା ଲେଖକଟେ , ତୁମକୁ ମୋ ମନରୁ ଖୋଲି ସାଧାକାଗଜରେ ନିଇତି ନସଜାଇଲେ ମୋ ଶବ୍ଦଗୁଡାକ ପାଗଳ😉...ଏସ୍ ଏସ୍ ଏନେ✍️..