...

2 Reads

ଆକାଶର ଏଇ ସୁନ୍ଦର ଆଲୋକିତ ଦୃଶ୍ୟ
ସତେ ଯେପରି ସେ ଏଇ ଧରାପୃଷ୍ଟ କୁ ତାର ବକ୍ଷ
ତଳେ ସରଣ ଦେଇଛି ||...ଏସ୍ ଏସ୍ ଏନେ✍️..

ଆଉ ଆମେ ମାନେ ହଉଛୁ ତରୁଣ ପଥିକ,
ଏକଦମ ଯାଯାବର ଭଳି...

ଜୀବନର ଏଇ ଚଲା ବାଟରେ ଧାଇଁ ଧାଇଁ ,
କେତେବେଳେ ବାପା ଆଉ ବୋଉଙ୍କ ପାଖରେ ରହି ଖୁସି
ହୋଇଯାଉଛୁ...ଏସ୍ ଏସ୍ ଏନେ✍️..
ତ କେତେବେଳେ ବନ୍ଧୁମାନଙ୍କ ପାଖରେ
ଆଉ କେତେବେଳ , ପ୍ରକୃତିର ରଚିତ ଏହି ସୁନ୍ଦର ଦୃଶ୍ୟ ପାଖରେ...ଏସ୍ ଏସ୍ ଏନେ✍️..

ସତରେ ଜୀବନରେ ୟା ଠାରୁ ଅଲିଭା ଦୃଶ୍ୟ ଆଉ କଣ
ଯେ ହୋଇ ପାରେ ?...ଏସ୍ ଏସ୍ ଏନେ✍️..