...

4 Reads

- ବାପା -
ଯାହାଙ୍କ ନାମ ରେ ହେଲି ପରିଚିତ
ଜା ଲାଗି ଚାଲିଲି ବାଟ
ଜା କାନ୍ଧରେ ବସି ଦେଖିଚି ଦୁନିଆ
କରିଛି ଅଳି ଅଝଟ...ଏସ୍ ଏସ୍ ଏନେ ✍️..

ଦୁଃଖ କଷ୍ଟ ଆଉ ଅଭାବେ ରହିକି
କେବେ ନୁହେଁ ବିଚଳିତ
ସବୁ ସମୟରେ ସାହାସ ଦଉଛି
କରେ ସଭିଙ୍କର ହିତ...ଏସ୍ ଏସ୍ ଏନେ ✍️..

ତ୍ୟାଗ ବଳିଦାନ ସ୍ନେହ ଓ ପ୍ରେମର
ଅଦିତୀୟ ଯାର ରୂପ
ଦୁନିଆ ଭିତରେ ସବୁଠାରୁ ଶ୍ରେଷ୍ଠ
ସିଏ ପରା ମୋ ବାପ...ଏସ୍ ଏସ୍ ଏନେ ✍️..