...

3 Reads

ଆମ ପିଲାବେଳେ ବି ଗରମ ହୁଏ ,
ପାୱାର ନଥାଏ
ସନ୍ଧ୍ୟା ହଉ ହଉ ଛାତରେ ପାଣି ଢାଳି ଥଣ୍ଡା କରି
ସପ , ବିଛୋଉ କେମିତି ରାତି ରେ ସଜ ପଖାଳ
ଖାଇ ଛାତ ଉପରକୁ ଯାଇ ଗପ
ଶୁଣିବୁ...ଏସ୍ ଏସ୍ ଏନେ✍️..
ଜହ୍ନ ଦେଖି
ଏବେର ମୋବାଇଲ ଆଉ ଏସି ନଥାଏ
ସେତେବେଳେ କିନ୍ତୁ
ଖୁସି ବହୁତ୍ ଥାଏ...ଏସ୍ ଏସ୍ ଏନେ✍️..
ଖୋଜିଲେ ବି ମିଳିବନି କି ଫେରିବନି
ଖରା ଦିନ ମଜା ମାମୁଁ ଘରେ ବି
ନିଆରା...ଏସ୍ ଏସ୍ ଏନେ✍️..