Quotes
2 Reads
ବାଇ ଚଢ଼େଇ ର କିବା ଆସେ ଯାଏ ବାଆ ସାଥେ ଖେଳି ଦିନ ବିତି ଯାଏ।...ଏସ୍ ଏସ୍ ଏନେ✍️.. ନାହିଁ ଖରା ବରଷା....! ବାଆ ଯଦି ଭାଙ୍ଗିବ ବସା ଚଢ଼େଇ ର କିଏ ଭରଷା !...ଏସ୍ ଏସ୍ ଏନେ✍️.. ପ୍ରକୃତି ର ଅନନ୍ୟ ରୂପ ❤
Related Quotes