...

1 Reads

ପ୍ରଳୟଙ୍କରୀ ବନ୍ୟା ପରେ ମଧ୍ୟ ,
ପ୍ରକୃତି ନିଜ ବକ୍ଷ ରେ
ଠିକ୍ ଯେମିତି ଧରି ରଖେ
ଧରା , ବାୟୁ , ଜଳ ଆଉ ଜୀବନ...ଏସ୍ ଏସ୍ ଏନେ✍️..
ସେମିତି ତୁମ ଠାରୁ ବିଚ୍ଛିନ୍ନ
ମୁଁ ସାଇତି ରଖିଛି
କିଛି ଅବଶେଷ
ତୁମ ରୁମାଲ୍ ଆଉ କିଛି ସ୍ମୃତି
ସହ ତୁମ ପେନ୍...ଏସ୍ ଏସ୍ ଏନେ✍️..