...

1 Reads

ହସ ହସ ମୁହଁ ଦେଖନ୍ତି ସଭିଏଁ
ଭାବି ନିଅନ୍ତି ସେ ସୁଖି ,
ଅନ୍ତର ର ଦୁଃଖ ଦେଖେଇ ହୁଏନି
ଛାତିରେ ରଖିଛି ଚାପି...ଏସ୍ ଏସ୍ ଏନେ✍️..
ଲୁଚି ଲୁଚି କାନ୍ଦେ ଅନ୍ଧାରରେ ବସି
କିଏ ଦେଖିଦବ ବୋଲି ,
ହସି ହସି ନିଜ କର୍ମ କରିଚାଲେ
ଛାତିକୁ ପଥର କରି...ଏସ୍ ଏସ୍ ଏନେ✍️..