...

1 Reads

କେବେ କେବେ କିଛି ମୁହୁର୍ତ ପାଇଁ
ହଜିଯାଏ ତୁମର ଆସ୍ପର୍ଦ୍ଧା ରେ
ତୁମକୁ ପାଇବା ଓ ହରେଇବାର
ଗଣିତର ସମୀକରଣରେ ,...ଏସ୍ ଏସ୍ ଏନେ✍️..
ତୁମର ପରସେ ଆଭରଣ ପୂର୍ଣ୍ଣ
ଜୀବନରେ ଆଣିଦେବ ସେ
ରୋମାଞ୍ଚକର ମଲ୍ହାର ।...ଏସ୍ ଏସ୍ ଏନେ✍️..
ଆଖିରେ ଆଖିଏ ସପନ ନେଇ
ମୁଁ ପୁଣି ପ୍ରତ୍ୟାବର୍ତ୍ତନ କରେ
ତୁମ ସ୍ମୃତିର ମରୁଦ୍ଵୀପକୁ।...ଏସ୍ ଏସ୍ ଏନେ✍️..