...

3 Reads

Happy Father's Day
ସ୍ୱାର୍ଥହୀନ ମଣିଷଟେ ଦେଖିନି ଏମିତି
ଧରା ବକ୍ଷରେ ଚଳନ୍ତି ଠାକୁର ଯେମିତି...ଏସ୍ ଏସ୍ ଏନେ✍️..
ନାହିଁ ତାଙ୍କ ପାଖେ ସେହି କୁହୁକ ର ଝଡି
ପୂରଣ କରନ୍ତି ଇଚ୍ଛା ମନ କଥା ପଢି...ଏସ୍ ଏସ୍ ଏନେ✍️..
ଦୁଃଖରେ ଦେଖିଲେ ମୋତେ ତାଙ୍କ ଲୁହ ଝରେ
ମୋ ଖୁସି ପାଇ ହାରନ୍ତି ମୋ ସାଥେ ବାଜିରେ...ଏସ୍ ଏସ୍ ଏନେ✍️..
ତାଙ୍କ ସ୍ନେହ ଆଶିଷ ଯେ ମୋ ପାଇଁ ଅମୁଲ୍ୟ
ମୋ ବାବା ଅଟନ୍ତି ମୋ ପାଇଁ ଦେବ ତୁଲ୍ୟ🙏...ଏସ୍ ଏସ୍ ଏନେ✍️..