![...](https://api.writco.in/assets/images/post/user/quote/918230623074637893.webp)
1 Reads
ଟିକିଏ ବର୍ଷା
ସହି ପାରିବୁ ନି,
ଆ... ମୁଁ ତତେ
ଘୋଡେ଼ଇ ରଖିବି...ଏସ୍ ଏସ୍ ଏନେ✍️..
ହାତ ବଢ଼େଇଲେ
ଫୁର୍ କି ନା ଉଡ଼ି ଯିବୁ
ଧରା ବି ଦେବୁ ନି,
ବଞ୍ଚିବୁ ତ କେଉଁଠି ବଞ୍ଚିବୁ...ଏସ୍ ଏସ୍ ଏନେ✍️..
ଯାହା କୁ ଭରଷା କରି
ନୀଡ଼ ତିଆରି ଛୁ
ତା ' ର ସ୍ଥିତି
କେବେ ପରଖିଛୁ...ଏସ୍ ଏସ୍ ଏନେ✍️..