...

2 Reads

ନାଁ ମୁଁ ଜାଣିନି ଦୋଷ କାହାର..
ଏ ଅବୁଝା ମନର ନା ପୁଣି ଏ ଅମାନିଆ ଆଖିର ?
ହେଲେ ଚୁପ୍ ତ ଦୁଇ ଜଣ ଅଛନ୍ତି...ଏସ୍ ଏସ୍ ଏନେ✍️..
କିନ୍ତୁ , ପୁଣି ଏ ଶାନ୍ତ ଶରୀରରେ ହେଉଥିବା ହୃଦୟର କୋଳାହଳ କୁ କେମିତି ଅଟକେଇ ହବ ତା ମଧ୍ୟ ମୁଁ ଜାଣିନି ,...ଏସ୍ ଏସ୍ ଏନେ✍️..
ନା ମୁଁ ଜାଣିନି ଦୋଷ କାହାର...ଏସ୍ ଏସ୍ ଏନେ✍️..
💌⁉️🌼