...

2 Reads

ଝିପି ଝିପି ବର୍ଷା ରେ ସାରା ସହର ଟା ଓଦା ହୋଇ ଯାଇଛି ।
ହେଲେ , ମୋ ମନ ଜଳୁଛି ଈର୍ଷାରେ...ଏସ୍ ଏସ୍ ଏନେ✍️..
ବାଦଲ ର ଆଢୁଆଳରେ ରହି ଲୁଚି ଲୁଚି ହସୁଥିବା ଜହ୍ନ ଉପରେ ।।
ବାଦଲ ର ଧୀର ଗତିରେ ଜହ୍ନ ଏମିତି ଦେଖୁଛି
ସତେ ଯେମିତି କଳା ଶାଢ଼ୀ ପିନ୍ଧି...ଏସ୍ ଏସ୍ ଏନେ✍️..
ତା ପ୍ରିୟତମ ସହିତ ଲୁଚକାଳି ଖେଳୁଛି ।।
ଏ ସବୁ ଦେଖି ମୋ ମନ
ଈର୍ଷା ରେ 🔥ଜଳୁଛି☁️🌝☁️...ଏସ୍ ଏସ୍ ଏନେ✍️..