...

1 Reads

- ଦୁଃଖ -
ଦୁଃଖକୁ ଆଜି ମୁଁ
ନେଇଛି ଆଦରି
ଅନ୍ଧାରକୁ ସାଥିକରି...ଏସ୍ ଏସ୍ ଏନେ✍️..
ନିରାଶା ବାଲିରେ
ପାଦ ଥାପି ଚାଲେ
ଛାତିରେ କୋହକୁ ଧରି...ଏସ୍ ଏସ୍ ଏନେ✍️..
ଯାତନା ଯାହାର
କପାଳରେ ଲେଖା
ସେ ସୁଖ ପାଇବ କାହୁଁ...ଏସ୍ ଏସ୍ ଏନେ✍️..
ଆଶାର ସପନ
ଦେଖିବା ଆଗରୁ
ଲଭିଯାଏ ଚାହୁଁ ଚାହୁଁ...ଏସ୍ ଏସ୍ ଏନେ✍️..