...

1 Reads

ପାରିବ କି କହି
ଏମିତି କାହିଁକି ହୁଏ...ଏସ୍ ଏସ୍ ଏନେ✍️..
ଭୁଲିଗଲା ମୁହଁ
ପୁଣି ଝଲସି ଯାଏ...ଏସ୍ ଏସ୍ ଏନେ✍️..

ସେଇ ଜହ୍ନରାତି
ଯାହା ଦେଖିଥିଲେ ଦୁହେଁ...ଏସ୍ ଏସ୍ ଏନେ✍️..
ମନେ ପଡ଼ିଗଲେ
ବାଲି ପରି ଝରିଯାଏ...ଏସ୍ ଏସ୍ ଏନେ✍️..

କ୍ଷତର ହିସାବ
ଆଉ କେବେ ଦିନେ...ଏସ୍ ଏସ୍ ଏନେ✍️..
ପ୍ରେମଋତୁ ଏମିତିକା
ଆସୁ ଆସୁ ଫେରିଯାଏ...ଏସ୍ ଏସ୍ ଏନେ✍️..

ନିଜର ନିଜର
ପ୍ରାର୍ଥନାର କଥା...ଏସ୍ ଏସ୍ ଏନେ✍️..
ମୁଁ ହାତ ଯୋଡିଲେ
ତମ ମୁହଁ ନାଚିଯାଏ...ଏସ୍ ଏସ୍ ଏନେ✍️..