...

3 Reads

- ମା -

ମାଆ ବୋଲି ଯେଉଁ ଦୁଇ ଟି ଅକ୍ଷର
କିଏ ଦେଇଗଲା ସତେ
ସେ ନାମରେ ଯେ ଅନେକ ସ୍ନେହ
ଭୁଲିପାରିବାନି କେବେ...ଏସ୍ ଏସ୍ ଏନେ✍️..
ମାଆ ତ ସବୁ ଶିକ୍ଷା ଦେଇଛି ତା ପାଇଁ କଣ ଆମେ ଲେଖିବା...ଏସ୍ ଏସ୍ ଏନେ✍️..
🙏ମୋ ମା 🙏
...ଏସ୍ ଏସ୍ ଏନେ✍️..