2 Reads
କାହା ଜୀବନରେ ମୁଁ ଭଲ ଠାରୁ ଭାରି ଭଲ... କାହା ପାଇଁ ମୁଁ ଖରାପ ଠାରୁ ବହୁତ ଖରାପ....କାହା ଜୀବନର ବାଟରେ ମୁଁ ଗୋଲାପ ପାଖୁଡା ବର୍ଷା ତ... ଆଉ କାହା ଜୀବନରେ ମୁଁ କଣ୍ଟାର ବାତ୍ୟା ହେଲେ ମୋତେ ପ୍ରକୃତରେ ମୋତେ ଯିଏ ଚିହ୍ନିଛି ଆଉ ବୁଝିଛି ସିଏ ଜାଣିଛି "ମୁଁ କଣ " ଆଉ ଯିଏ ମୋତେ ଚିହ୍ନିନି କି ମୋତେ ବୁଝିନି ସିଏ କେବେ ଜାଣି ପାରିବନି "ମୁଁ କଣ...ଏସ୍ ଏସ୍ ଏନେ✍️..