- ସାବିତ୍ରୀ ବ୍ରତ...ଏସ୍ ଏସ୍ ଏନେ✍️..
- ସାବିତ୍ରୀ ବ୍ରତ -
ସାବିତ୍ରୀ ଅଟଇ ମଦ୍ର ଦେଶ ରାଜା
ଅଶ୍ୱପତି ଙ୍କ ରତନ
ମାତା ସାବିତ୍ରୀ ଙ୍କ କୃପାରୁ ଜନ୍ମିଲେ
ଏପରି କନ୍ୟା ସନ୍ତାନ...ଏସ୍ ଏସ୍ ଏନେ✍️..
ତେଣୁ ତାଙ୍କ ନାମ ସାବିତ୍ରୀ ରଖିଲେ
ହୋଇ ବହୁ ଆନନ୍ଦିତ
ସ୍ନେହ ଶ୍ରଦ୍ଧା ଦେଇ ପାଳନ କରନ୍ତି
ଛୋଟ ରୁ ବଡ଼ ପର୍ଯ୍ୟନ୍ତ...ଏସ୍ ଏସ୍ ଏନେ✍️..
ବିବାହ ସମୟ ଆସି ପହଞ୍ଚିଲା
ସାବିତ୍ରୀ କଲେ ଚୟନ
ପୁତ୍ର ଥିଲେ ସିଏ ଶାଲ୍ୱ ନରେଶ ଙ୍କ
ନାମ ଥିଲା ସତ୍ୟବାନ...ଏସ୍ ଏସ୍ ଏନେ✍️..
ନାରଦ ଙ୍କ ଠାରୁ ଶୁଣି ଅଶ୍ଵପତି
ସତ୍ୟବାନ ଆୟୁ କମ
ଏକମାତ୍ର ତାଙ୍କ ଝିଅ କୁ ଦେବାକୁ
ବଳାଇଲେ ନାହିଁ ମନ...ଏସ୍ ଏସ୍ ଏନେ✍️..
ସତ୍ୟବାନ ଙ୍କୁ ସେ ବାହା ହେବାପାଇଁ
ଥିଲେ ପ୍ରତିଶୃତି ବଦ୍ଧ
ଏହି ବିବାହ କୁ ରୋକି ପାରିଲେନି
ପିତା ଅଶ୍ୱପତି ନରେଶ...ଏସ୍ ଏସ୍ ଏନେ✍️..
ସତ୍ୟବାନ ସହ ବୈଦିକ ରୀତିରେ
ତାଙ୍କ ବାହାଘର କଲେ
ସାବିତ୍ରୀ ଖୁସିରେ ସ୍ଵାମୀ ଙ୍କ ସହିତ
ମିଶିକରି ରହୁଥିଲେ...ଏସ୍ ଏସ୍ ଏନେ✍️..
ସ୍ଵାମୀ ସ୍ତ୍ରୀ ମିଶି ଜଙ୍ଗଲ କୁ ଦୁହେଁ
କାଠ କାଟିବାକୁ ଗଲେ...
ସାବିତ୍ରୀ ଅଟଇ ମଦ୍ର ଦେଶ ରାଜା
ଅଶ୍ୱପତି ଙ୍କ ରତନ
ମାତା ସାବିତ୍ରୀ ଙ୍କ କୃପାରୁ ଜନ୍ମିଲେ
ଏପରି କନ୍ୟା ସନ୍ତାନ...ଏସ୍ ଏସ୍ ଏନେ✍️..
ତେଣୁ ତାଙ୍କ ନାମ ସାବିତ୍ରୀ ରଖିଲେ
ହୋଇ ବହୁ ଆନନ୍ଦିତ
ସ୍ନେହ ଶ୍ରଦ୍ଧା ଦେଇ ପାଳନ କରନ୍ତି
ଛୋଟ ରୁ ବଡ଼ ପର୍ଯ୍ୟନ୍ତ...ଏସ୍ ଏସ୍ ଏନେ✍️..
ବିବାହ ସମୟ ଆସି ପହଞ୍ଚିଲା
ସାବିତ୍ରୀ କଲେ ଚୟନ
ପୁତ୍ର ଥିଲେ ସିଏ ଶାଲ୍ୱ ନରେଶ ଙ୍କ
ନାମ ଥିଲା ସତ୍ୟବାନ...ଏସ୍ ଏସ୍ ଏନେ✍️..
ନାରଦ ଙ୍କ ଠାରୁ ଶୁଣି ଅଶ୍ଵପତି
ସତ୍ୟବାନ ଆୟୁ କମ
ଏକମାତ୍ର ତାଙ୍କ ଝିଅ କୁ ଦେବାକୁ
ବଳାଇଲେ ନାହିଁ ମନ...ଏସ୍ ଏସ୍ ଏନେ✍️..
ସତ୍ୟବାନ ଙ୍କୁ ସେ ବାହା ହେବାପାଇଁ
ଥିଲେ ପ୍ରତିଶୃତି ବଦ୍ଧ
ଏହି ବିବାହ କୁ ରୋକି ପାରିଲେନି
ପିତା ଅଶ୍ୱପତି ନରେଶ...ଏସ୍ ଏସ୍ ଏନେ✍️..
ସତ୍ୟବାନ ସହ ବୈଦିକ ରୀତିରେ
ତାଙ୍କ ବାହାଘର କଲେ
ସାବିତ୍ରୀ ଖୁସିରେ ସ୍ଵାମୀ ଙ୍କ ସହିତ
ମିଶିକରି ରହୁଥିଲେ...ଏସ୍ ଏସ୍ ଏନେ✍️..
ସ୍ଵାମୀ ସ୍ତ୍ରୀ ମିଶି ଜଙ୍ଗଲ କୁ ଦୁହେଁ
କାଠ କାଟିବାକୁ ଗଲେ...