ଲକ୍ସଜରୀ_ସହର ( Luxury City )
ଲକ୍ସଜରୀ_ସହର ( Luxury City )
ଷ୍ଟ୍ରିଟଲାଇଟ୍ ର ପ୍ରଥମ ଆଲୋକରେ
ସାରା ସହରଟା ଗୋଟାପଣେ ସୁନା ପରି ,,,
କାହା ଆଖିରେ ସହରଟା ଗୋଟେ
ସୁନାଖଣି ଦେଖାଯାଉଥିବାବେଳେ
କାହା ଆଖିରେ କପଲ୍ ପ୍ଲେସ୍...ଏସ୍ ଏସ୍ ଏନେ✍️..
ହେଲେ ଜହ୍ନ କହେ ‘ସହରଟା ବୋଧେ ସୁନାପାଟ ପିନ୍ଧିଛି’
କିନ୍ତୁ ବାସ୍ତବରେ ସହର ଛାପିଛି
ଷ୍ଟ୍ରିଟଲାଇଟ୍ ର ଚୋରା ଆଲୁଅ
ଯେମିତି ବହି ଉପରେ ଛପା ମଲାଟ ପରି...ଏସ୍ ଏସ୍ ଏନେ✍️..
ଏଇ ସହରର କୋଣେ କୋଣେ
ପଚାସଢ଼ା ଅଳିଆ, ଆବର୍ଜନା
କାନ୍ଥେ କାନ୍ଥେ ପାନ ପିକ୍ ଆଉ
ଚିରା ତୁକୁଡା ପୋଷ୍ଟର୍...ଏସ୍ ଏସ୍ ଏନେ✍️..
ସହର ଚାରିପଟେ ସୀମା କାଟିଚି ଡ୍ରେନ୍ ପାଣି
ପ୍ରତି ଗଳିକନ୍ଦିରେ ବୁଲା କୁକୁର ବି ମାଷ୍ଟର୍...ଏସ୍ ଏସ୍ ଏନେ✍️..
ଏଠି ସନ୍ଧ୍ୟାହେଲେ ଦୋକାନ ଆଗରେ ଗୁଟୁକା ଜରି ,
ରାସ୍ତାକଡରେ ନଷ୍ଟ କରାଯାଇଥିବା ବାର୍ଥ ଡେ କେକ୍ ,
ଅନ୍ଧାରୁଆ ଜାଗାରେ...