...

12 views

ତୁମର ପ୍ରେମ

ସାଧା କାଗଜଟେ ହୃଦୟଟା ମୋର
ନଥିଲା ବୁନ୍ଦାଏ ଦାଗ,
ତୁମ ମଧୁର ପ୍ରେମର ଛିଟା ଦେଇଗଲ
ଲାଗିଗଲା ଦେହେ ରଙ୍ଗ l

ତୁମ ଆଖି ଇସାରାରେ ଭୁଲିଗଲି ସବୁ
ଧାଇଁଗଲି ତୁମ ପଛେ,
ଯାଦୁକରିଲକି ପ୍ରେମରେ...