ଲେମ୍ବୁରେ ତିଆରି ସରବତ..... 😊😇
ମୁକ୍ତାରୂପେ ଝଲସୁଥିବା ନିସ୍ଵାର୍ଥ ଓଠଟି
କାଇଁ କେତେକଙ୍କୁ ଲାଗିଥାଏ ଲେମ୍ବୁଭଳି ଖଟା,
ଭୁଲନ୍ତି ନିଜକୁ! ଚିପୁଡ଼ନ୍ତି ପରୋକ୍ଷରେ ଅନ୍ୟର ଚରିତ୍ର
ଭାବନ୍ତି ନିଶ୍ଚେ!
ସ୍ୱାର୍ଥର ସ୍ବାଦେ ସମାଜରେ କାଳେ ଲାଗିବ ତିଳେ ପିତା.....
ନିଷ୍ପାପ ବ୍ୟକ୍ତିର ଅକ୍ଷ୍ୟୁର୍ଣ୍ଣ ନିଷ୍ପତି କେବେ ପଡେ...