...

5 views

ତୁମ ଅପେକ୍ଷାରେ...
ମୋତେ କେବେ ବି କହିବୁନି
ମୁଁ ପଚାରୁନି ବୋଲି
କେବଳ ତୁ ହିଁ ଦୁରେଇ ରହୁଛୁ,
ନା କିଛି କହୁଛୁ,
ନା ଆଗକୁ ସମ୍ପର୍କ ରଖିବାକୁ ଚାହୁଁଛୁ!
କେବେଳ ମନେ ମନେ ରାଗି ରାଗି
ନିଜକୁ ନିଜେ ଜାଳି ହେଉଛୁ|
ଅନେକ କଥା ବାକି ଅଛି କହିବାକୁ
କିନ୍ତୁ ସମୟ ଅଭାବରୁ
ନା କିଛି କହି ହେଉଛି
ନା ତୁ ମିଶିବାକୁ ଚାହୁଁଛୁ,
ହଁ ହୁଏତ ହେଇପାରେ ତୋର ଅନ୍ତରଙ୍ଗ ବନ୍ଧୁ ହୁଏତ ତୋତେ ଛାଡିବାକୁ ଚାହୁଁ ନ ଥିବ,
ସେ...