ମାଆ ର ମମତା
ମାଆ ମାଆ ଡାକ ର ମଧୁର ସେ ଶ୍ରୁତି
ଭରି ଦିଏ ମନରେ ଅସରନ୍ତି ତୃପ୍ତି
ମମତା ର ଭାବାବେଗ ସ୍ନେହ ର
ବାତ୍ସଲ୍ୟ ଗୁଂଜରିତ ହୁଏ ନିତି ନିତି
ଗର୍ଭ କଷ୍ଟର ଅନୁଭବ ସଦା ଅସରନ୍ତି
ଭୟ ଆଉ ଶାନ୍ତିର ଦୋମୁଁହା ଦୋ ଛକି
ମାଆ ଡାକର ଆକର୍ଷଣରେ ଛୁଆ ପାଳିବାର
ଦାୟିତ୍ୱ ମଳିନ ପଡ଼ିଯାଏ କେମିତି
ଜଞ୍ଜାଳ ର ବେଡିକୁ ଛିଣ୍ଡାଇ କେମିତି କେଜାଣି
ମାତୃତ୍ୱ ଟାଣିହୁଏ ଚାହିଁ ଥାଏ ସନ୍ତାନ ର ଖୁସି
ତାକୁ କେହି ଶିଖାଇନି ପାଳିବା ର ନିତି ...
ଭରି ଦିଏ ମନରେ ଅସରନ୍ତି ତୃପ୍ତି
ମମତା ର ଭାବାବେଗ ସ୍ନେହ ର
ବାତ୍ସଲ୍ୟ ଗୁଂଜରିତ ହୁଏ ନିତି ନିତି
ଗର୍ଭ କଷ୍ଟର ଅନୁଭବ ସଦା ଅସରନ୍ତି
ଭୟ ଆଉ ଶାନ୍ତିର ଦୋମୁଁହା ଦୋ ଛକି
ମାଆ ଡାକର ଆକର୍ଷଣରେ ଛୁଆ ପାଳିବାର
ଦାୟିତ୍ୱ ମଳିନ ପଡ଼ିଯାଏ କେମିତି
ଜଞ୍ଜାଳ ର ବେଡିକୁ ଛିଣ୍ଡାଇ କେମିତି କେଜାଣି
ମାତୃତ୍ୱ ଟାଣିହୁଏ ଚାହିଁ ଥାଏ ସନ୍ତାନ ର ଖୁସି
ତାକୁ କେହି ଶିଖାଇନି ପାଳିବା ର ନିତି ...