...

1 views

HAPPY MENSTRUALHYGIENE DAY...S S N✍️..
ମାସିକ ଋତୁସ୍ରାବ ଦ୍ୱାରା ନାରୀ ଶୁଦ୍ଧ ସମ୍ପୁର୍ଣ୍ଣ ହୋଇଥାଏ , ଅପବିତ୍ର ନୁହେଁ , ଶାସ୍ତ୍ର କହେ ....."ରଜସା ଶୁଦ୍ଧ୍ୟତେ ନାରୀ " !!....ଏସ୍ ଏସ୍ ଏନେ✍️..

କିନ୍ତୁ , ସାମାଜିକ ଏବଂ ପାରିବାରିକ ସ୍ଥିତିରେ ଜୀବନର ସତ କିଛି ଅଲଗା । ଛୋଟ ବେଳୁ ମା କୁ , ବଡ ମା କୁ ଘର ପାଖର ଅନେକ ନାରୀଙ୍କୁ ଦେଖିଛି , ମାସିକ ଋତୁସ୍ରାବ ଦ୍ୱାରା ସେ କେତେ କଷ୍ଟ ପାଆନ୍ତି ।...ଏସ୍ ଏସ୍ ଏନେ✍️..

ବର୍ଷା ହେଉ କି ଖରା , ରାତି ହେଉକି ଦିନ ଗୋବର ପକେଇ ମୁଣ୍ଡଧୋଇ ଗାଧେଇବ । ଘରର ବାହାରେ ବିନା ଖଟରେ ଅଲଗା ବିଛଣା ପାରି ଶୋଇବ ।
ଘରର ରୋଷେଇ ଘର ନିଶେଧ , ଘରର ଯାବତୀୟ ଜିନିଷ ଛୁଇଁବା ମନା । ପର୍ବ ପର୍ବାଣୀ...