...

3 views

ନିଶବ୍ଦ ସନ୍ଧ୍ୟା


ଝାପ୍ସା ସନ୍ଧ୍ୟା ର
                 ନିଶବ୍ଦ ରାସ୍ତା ରେ
      ଘରକୁ ଲେଉଟୁ ଥିଲି ।।
ଜିବନ ର ପ୍ରତିଟି
              ସଙ୍ଘର୍ଷମୟ ପରିସ୍ଥିତି ରେ
      ସ୍ମିତହାସ୍ୟେ ହସୁଥିଲି...