ନିଶବ୍ଦର ଝଙ୍କାର
କଣ ତୁମ ନିରବତାରେ ନିଶବ୍ଦର ଝଙ୍କାର!
ନା ବୁଝି ହୁଏ ତୁମ ଭାବ ନା ବିଚାର,
ନା ତୁମେ ଜାଣି ଅଜଣାରେ କର ଶିକାର!
ତଥାପି କମି ନାହିଁ
ତୁମ ପାଇଁ ଏ ହୃଦୟର ସ୍ପନ୍ଦନରେ ସ୍ୱର,
ଅବୁଝା, ଅଲୋଡ଼ା ବାଚାଳତା
ଏ ମନ ଟା ମୋର
ନା କାହାକୁ କହି ହୁଏ
ନା ସହି ହୁଏ ଏ ବିକାର,
ତଥାପି ସ୍ପତଃସ୍ପୁତ ମନରେ କହିଦିଅ ଅଧିରେ |
ତୁମ ପୂଜା ତୁମ ଆରୋଧନା
କଣ ସତରେ କଣ ସେ ହୃଦୟ ପାଇଁ
ଯାହାକୁ କହିବାକୁ...
ନା ବୁଝି ହୁଏ ତୁମ ଭାବ ନା ବିଚାର,
ନା ତୁମେ ଜାଣି ଅଜଣାରେ କର ଶିକାର!
ତଥାପି କମି ନାହିଁ
ତୁମ ପାଇଁ ଏ ହୃଦୟର ସ୍ପନ୍ଦନରେ ସ୍ୱର,
ଅବୁଝା, ଅଲୋଡ଼ା ବାଚାଳତା
ଏ ମନ ଟା ମୋର
ନା କାହାକୁ କହି ହୁଏ
ନା ସହି ହୁଏ ଏ ବିକାର,
ତଥାପି ସ୍ପତଃସ୍ପୁତ ମନରେ କହିଦିଅ ଅଧିରେ |
ତୁମ ପୂଜା ତୁମ ଆରୋଧନା
କଣ ସତରେ କଣ ସେ ହୃଦୟ ପାଇଁ
ଯାହାକୁ କହିବାକୁ...