ଆମେ ତଥାପି ଛାଡିନୁ ଆଶା
ଆମେ କାମରେ ଫୁଟାଉ ବଞ୍ଚିବା ପାଇଁକି କେତେ ନୂଆ ନୂଆ ଦିଶା
ଆମେ ସବୁଠି ସବୁରି ସବୁ ମୁହୂର୍ତ୍ତରେ ହୋଇଛୁ ସାହା ଭରଷା.
ଆମ ହାତର ପରସ ସବୁ ଜୀବନକୁ ଜୀବନ୍ତ କରିବା ଆଶା
ଆମ ରକତ ନିଗିଡ଼ା ଫସଲ କୁହେନି ଧନୀ କି ଗରୀବ ଭାଷା
ଆମ କ୍ଷେତ ରେ ଲେଖିନୁ ଜୀବନ ଯୁଦ୍ଧରେ ହାରିବା ର ପରିଭାଷା
ଆମେ ଖରା ବରଷା ରେ ଶୀତରେ କାକରେ ଲଢ଼ିବାର ଥାଏ ନିଶା
ଫସଲ ଫଳେଇ ଅମଳ ଆମର ଚାଷୀ କୁଳ ର ବେଉସା
ପୁରୁଷ...