ମୁଁ ଝିଅ ବୋଲି
ମୁଁ ଝିଅବୋଲି କଷ୍ଟ ହୁଏ ମୋ ମାଆ କୁ ଯଦି କେହି କୁହେ କଷ୍ଟ କଥା,
ମୁଁ ଝିଅ ବୋଲି ମନରେ ଗୁଣି ହୁଏ ଦିନ ସାରା ମାଆ ର ଖଟଣି ର ବ୍ୟଥା
ମୁଁ ଝିଅ ବୋଲି ନିତି ତା ମନ କୁ ପଢେ ଜାଣି ବାକୁ ତାର ଅନ୍ତରର କଥା
ମୁଁ ଝିଅ ବୋଲି ନିତି ଡାକି ହୁଏ ବେଳ ଏତେ ହେଲାଣି
ଟିକେ କଣ ଖାଇପକା
ମୁଁ ଝିଅ ବୋଲି ତାର କଣ ଟିକେ ହେଲେ ଚାରିଆଡେ କହି ହୁଏ ମାଆ ଦେହ କଥା
ମୁଁ ଝିଅ...