...

3 views

Character...... 🔥
ପାଶେ ରହିଅଛି ୨ ଗୋଟି ଅସ୍ତ୍ର
୧ ପାଶୁପାତ ଅନ୍ୟଟି ବ୍ରହ୍ମାସ୍ତ୍ର,
ଅନ୍ନ ସାଜି ସେ ଯେ
ଅନ୍ୟ ହାତରେ ଆସଇ
ମୁଖ ଠାରୁ ସ୍ୱଳ୍ପ ଦୂରେ ସ୍ଥିର ରହି
ଆକ୍ରୋଶ ଜାଲରେ ସତ୍ୟ ନୀରବେ ଫସଇ
ଖାଦ୍ୟ ହୁଏ ସୁପ୍ତ
ମିଥ୍ୟା ଆଲୋକେ ଜାଗଇ
କରି ନିଏ ସବୁ ସ୍ତବ୍ଧ,
କଇଁଆ ଆକାଶ
ମାଛ ଯେ ଚିଲିକା
କେଜାଣି କାହିଁ
ମନ ଅକସ୍ମାତେ; ଅକାରଣେ ହୁଅନ୍ତି କ୍ଷୁବ୍ଧ!!
© Ritesh Dash