...

1 views

ତଥାପି ହସର ଧାର
ଗୋରା ତକତକ ମୁଁହରେ ତାହାର ଲାଖି ଥାଏ ହସ ଧାର
ଲାଲଶାଢୀ ପିନ୍ଧା ଚେହେରା ସାଙ୍ଗକୁ ଲାଲ ସିନ୍ଦୁରର ଗାର
ଘର କାମ ସାଙ୍ଗେ ଛୁଆପିଲା କଥା ସଂସାର ଜଞ୍ଜାଳ
ସାର
ନିତି ଠାକୁର ଙ୍କୁ ପୂଜା କରେ ସିଏ ଖୋଜି ଆଣେ ଫୁଲ ଭାର
ଦୁଆର ମୁହଁରେ ଠିଆ ହୁଏ ଆସି ଝରି ପଡ଼େ ହସ ଧାର
ଶୁଣାଏନି କେବେ ସ୍ୱାମୀ ମାଡ଼ କଥା ଶୁଭେନି କାନ୍ଦଣା ସ୍ୱର
ମଦୁଆ ସ୍ୱାମୀର କାହାଣୀ ଅନେକ ପାପ ଚିନ୍ତା ମନେ ତାର ...