...

3 views

- ସ୍ୱାର୍ଥପର ଦୁନିଆ -
ଇଛା ଏଠି ଧାରୁଆ ଛୁରୀ ହୋଇ କ୍ଷତାକ୍ତ
କରନ୍ତି ଏଇ ହୃଦୟ କୁ ,
ତୁମେ ବା କାହିଁ ବୁଝିବ ,...ଏସ୍ ଏସ୍ ଏନେ✍️..

ତୁମେ ତ ଚାହଁ ସ୍ମୁତି ହୋଇ ମୋ ହୃଦୟ ରେ
ସାଇତା ଆଉ ମହକ ଭରା ହୋଇ
ସତେଜ ରହିବା ପାଇଁ ,
ତୁମେ ବା କାହିଁ ମନେପକାଇବ ?...ଏସ୍ ଏସ୍ ଏନେ✍️..

ତୁମେ ଯିବା ବେଳେ ଥରେ ଅନ୍ତତଃ କହିକି ତ
ଯାଇପାରିଥାନ୍ତ ,...ଏସ୍ ଏସ୍ ଏନେ✍️.. ...